Odisha Latest News, Breaking News Odisha, Odisha Current Headlines, Odisha News Online

ବିଜେପିର ବଳ.. ମିଥ୍ୟା ପ୍ରଚାର !

ଭୁବନେଶ୍ୱର: ପଶ୍ଚିମବଙ୍ଗରେ ବିଜେପି ଆଇଟି ସେଲ୍ ର ନିଆଁଗିଳା ମିଛ ପ୍ରଚାର ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ଟିଏମସି କର୍ମୀମାନଙ୍କ ଦ୍ୱାରା ହତ୍ୟାର ଶିକାର ତାଲିକାରେ ଇଣ୍ଡିଆ ଟୁଡେର ସାମ୍ବାଦିକ ଅଭ୍ର ବାନାର୍ଜୀଙ୍କ ଫଟୋକୁ ଦେଖାଇ ଏକ ଭିଡ଼ିଓ ରିଲିଜ୍ କରାଯାଇଥିଲା । ରାଜ୍ୟ ବିଜେପି…
Read More...

ନଭିମୁମ୍ବାଇ ମହାନଗର ନିଗମକୁ ଓଡିଶା ଭବନ ଭଡ଼ା ଛାଡ

ଭୁୁବନେଶ୍ୱର: ନଭିମୁମ୍ବାଇ ମହାନଗର ନିଗମ ଉପରେ ଓଡ଼ିଶା ଭବନର ଭଡ଼ା ବାବଦକୁ ଥିବା ୨ କୋଟି ୧୬ ଲକ୍ଷ ଟଙ୍କାକୁ ଓଡ଼ିଶା ସରକାର ଛାଡ଼ କରିଛନ୍ତି । କୋଭିଡ୍ ମହାମାରୀର ମୁକାବିଲା ପାଇଁ ମୁମ୍ବାଇରେ ରୋଗୀଙ୍କୁ ସେବା ଯୋଗାଉଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ସଙ୍ଗରୋଧ ନିମନ୍ତେ ନାଭି ମୁମ୍ବାଇ…
Read More...

ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଲା କରୋନା

ଭୁୁବନେଶ୍ୱର: ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଇଛି କରୋନା । ‘ସମ୍ବାଦ’ର ଗଞ୍ଜାମ ଜିଲ୍ଲା ପ୍ରତିନିଧି ପ୍ରଦୀପ ସାହୁଙ୍କର ଆଜି ମୃତ୍ୟୁ ହୋଇଛି । ତାଙ୍କୁ ମାତ୍ର ୪୩ ବର୍ଷ ବୟସ ହୋଇଥିଲା । ପ୍ରଦୀପଙ୍କ ବିୟୋଗ ସାମ୍ବାଦିକମହଲକୁ ପୁଣି ସ୍ତବ୍ଧ କରିଛି । ତିନି ସପ୍ତାହ ତଳେ କୋଭିଡ୍ ରେ ଆକ୍ରାନ୍ତ…
Read More...

ଦୈନିକ ସଂକ୍ରମଣ ୧୨ ହଜାର ପାର୍, ୧୯ ମୃତ

ଭୁବନେଶ୍ୱର: ଯାହା ଆକଳନ କରାଯାଉଥିଲା ତାହା ହିଁ ଘଟୁଛି । ହୁ ହୁ ହୋଇ ବଢ଼ି ଚାଲିଛି କରୋନା । ରାଜ୍ୟରେ ଦୈନିକ ସଂକ୍ରମଣ ଆଜି ୧୨ ହଜାର ପାର୍ କରିଛି । ଗତ ୨୪ ଘଣ୍ଟାରେ ୧୨,୨୩୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ୧୯ ଜଣଙ୍କର ମୃତ୍ୟୁ ହୋଇଛି । ଦୈନିକ ସଂକ୍ରମଣ ଓ ମୃତ୍ୟୁରେ ଏହା ପୂର୍ବର…
Read More...

ଦ୍ୱିତୀୟ ଡୋଜ୍ ଅପେକ୍ଷାରେ ଥିବା ଲୋକଙ୍କୁ ପ୍ରାଥମିକତା

ଭୁବନେଶ୍ୱର: ଦ୍ୱିତୀୟ ଡୋଜ୍ ଅପେକ୍ଷାରେ ଥିବା ଲୋକଙ୍କୁ ଟିକାକରଣରେ ପ୍ରାଥମିକତା ଦିଆଯିବ । ସେମାନଙ୍କ ଛଡ଼ା କୌଣସି ନୂଆ ଲୋକଙ୍କୁ ଏବେ ଟିକା ଦିଆଯିବନି । ଟିକା ଅର୍ଡର ଦିଆଯାଇଛି । ଆସିଲେ ସମସ୍ତଙ୍କୁ ମିଳିବ ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର…
Read More...