Odisha Latest News, Breaking News Odisha, Odisha Current Headlines, Odisha News Online

ଗଠନ ହେଲା ସଂରକ୍ଷଣ କମିଟି

ଭୁବନେଶ୍ୱର: ସରକାରୀ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ଓ ଇଂଜିନିୟରିଂ ସିଟ୍ ସଂରକ୍ଷଣ ନିମନ୍ତେ ରାଜ୍ୟ ସରକାର ତାଙ୍କ ନିଷ୍ପତ୍ତିରେ ଆଗକୁ ବଢ଼ିଛନ୍ତି । ସଂରକ୍ଷଣ ବ୍ୟବସ୍ଥା ନିର୍ଦ୍ଧାରଣ ପାଇଁ ଆଜି ରାଜ୍ୟ ସରକାର ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କରିଛନ୍ତି । ଓଡ଼ିଶା…
Read More...

ଆଗାମୀ ଦୁଇମାସ ଅଧିକ ସତର୍କ ରୁହନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ଧର୍ମାନୁଷ୍ଠାନ ଆଦି ସଂପୂର୍ଣ୍ଣ ଭାବେ ଖୋଲିଥିବା ବେଳେ ଖୁବ୍‌ ଶୀଘ୍ର ଶିକ୍ଷାନୁଷ୍ଠାନ ଖୋଲିବାକୁ ଯାଉଛି । ତେଣୁ ଆଗାମୀ ୨ ମାସ ଆମକୁ ସତର୍କତାର ସହ ଚଳିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିବେଦନ…
Read More...

ପରୀ ହତ୍ୟା ଅଭିଯୁକ୍ତ ସରୋଜ ସେଠୀ ନାବାଳକ: କୋର୍ଟ

ନୟାଗଡ଼: ପରୀ ହତ୍ୟା ଘଟଣାରେ ଗିରଫ ଅଭିଯୁକ୍ତ ସରୋଜ ସେଠୀ ନାବାଳକ ବୋଲି ନୟାଗଡ଼ ପୋକ୍ସୋ କୋର୍ଟ ଆଜି ରାୟ ଶୁଣାଇଛନ୍ତି । ଏସଆଇଟି ତାକୁ ସାବାଳକ ଦର୍ଶାଇ କୋର୍ଟ ଚାଲାଣ କରିବା ପରେ ତା’ର ବୟସକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ସରୋଜ ପକ୍ଷରୁ ତାଙ୍କ ଓକିଲ କୋର୍ଟରେ ଜନ୍ମଗତ ପ୍ରମାଣପତ୍ର ଦାଖଲ…
Read More...

ଜେଲ ଡିଆଇଜିଙ୍କ ସମେତ ୭ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ବର୍ଷକ ମଧ୍ୟରେ ୧୦୪ ବିଦା ଭୁବନେଶ୍ୱର: ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ରଖିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାବୁଡରେ ଏଥର ଜେଲ୍ ଡିଆଇଜିଙ୍କ ସମେତ ୭ ଅଧିକାରୀ ପଡ଼ିଛନ୍ତି । ଦୁର୍ନୀତି ଓ ଅପରାଗତା ପାଇଁ ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦେଇ ଚାକିରିରୁ ବିଦା କରାଯାଇଛି ।…
Read More...

ପୁଲିସ ହାତରେ ମାହାଙ୍ଗା ଡବଲ୍ ମର୍ଡର ମୁଖ୍ୟ ଅଭିଯୁକ୍ତ

କଟକ: ମାହାଙ୍ଗା ବିଜେପି ନେତା କୁଳମଣି ବରାଳ(୭୩) ଏବଂ ତାଙ୍କ ସହଯୋଗୀ-ଦାଦା ଦିବ୍ୟସିଂହ ବରାଳ(୮୪)ଙ୍କ ନିର୍ମମ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ କଟକ ଗ୍ରାମାଞ୍ଚଳ ପୁଲିସ ଧରିବାରେ ସକ୍ଷମ ହୋଇଛି । ସେମାନଙ୍କୁ ଏକ ଅଜ୍ଞାତସ୍ଥାନରେ ଅଟକ ରଖି ପଚରାଉଚୁରା କରାଯାଉଥିବା ବେଳେ…
Read More...