Odisha Latest News, Breaking News Odisha, Odisha Current Headlines, Odisha News Online

କରୋନା କବଚ: ପ୍ରଥମ ଦିନରେ ୮୪% ଟିକାଦାନ

ଭୁୁବନେଶ୍ୱର: ଆଜିଠାରୁ ଦେଶବ୍ୟାପୀ ଆରମ୍ଭ ହୋଇଛି କରୋନା ଟିକାକରଣ ଅଭିଯାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଥିଲେ । ଓଡ଼ିଶାରେ ଆଜି ପ୍ରଥମ ଦିନରେ ୮୪% ଟିକାଦାନ ହୋଇଛି । ୧୬,୩୩୦ ଜଣ ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ୍ ଯୋଦ୍ଧାଙ୍କୁ ଟିକା…
Read More...

ନବୀନ ନମ୍ବର ୱାନ୍ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜାତୀୟସ୍ତରରେ ପୁଣି ଚମକିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକପ୍ରିୟତାରେ ଦେଶରେ ନମ୍ବର ୱାନ୍ ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି । ଏବିପି-ସି ଭୋଟର ସର୍ଭେରେ ନବୀନଙ୍କୁ ଏହି ମାନ୍ୟତା ମିଳିଛି । କୋଭିଡ ସଫଳ ପରିଚାଳନା, ଆର୍ଥିକ ଦୂରାବସ୍ଥା ଦୂର ଏବଂ ଚାଷୀଙ୍କ…
Read More...

କଳାହାଣ୍ଡି ବିକାଶର ନୂଆ ଅଧ୍ୟାୟ

୨୦୮୫ କୋଟିର ୧୦୬ ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ ମଙ୍ଗଳପୁର/ଭୁବନେଶ୍ୱର: ଭୋକର ଭୂଗୋଳରୁ ସବୁଜ ସଫଳ କଳାହାଣ୍ଡି । ବହୁ ପ୍ରତୀକ୍ଷିତ ଅପର୍ ଇନ୍ଦ୍ରାବତୀ ବହୁମୁଖୀ ଜଳସେଚନ ପ୍ରକଳ୍ପ ସମେତ କଳାହାଣ୍ଡିକୁ ୨୦୮୫ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି…
Read More...

କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀଙ୍କ ଅଧଘଣ୍ଟିଆ କାର୍ଯ୍ୟକ୍ରମ

ଭୁବନେଶ୍ୱର: କୋଭିଡ୍ ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାଗସ୍ତରେ କଳାହାଣ୍ଡି ଯାଇ ସରକାରୀ କାର୍ଯ୍ୟକ୍ରମ ଓ ସଭାରେ ଯୋଗଦେବେ । ଗୁରୁବାର ସକାଳ ୧୧.୨୫ ମିନିଟ୍ ରେ ମୁଖ୍ୟମନ୍ତ୍ରୀ ଜଇପାଟଣା ବ୍ଲକ୍ ଅନ୍ତର୍ଗତ କନକପୁର ଅସ୍ଥାୟୀ ହେଲିପ୍ୟାଡ୍ ରେ ଅବତରଣ କରିବେ ଏବଂ…
Read More...

ବ୍ରେନ୍ ମ୍ୟାପିଂ ପାଇଁ ବି ରାଜି ହେଲାନି

ଭୁବନେଶ୍ୱର: ପରୀ ହତ୍ୟା ଅଭିଯୁକ୍ତର ବ୍ରେନ୍ ମ୍ୟାପିଂ ପାଇଁ କୋର୍ଟକୁ ଆବେଦନ କରିଥିଲା ଏସଆଇଟି । ମାତ୍ର ଅଭିଯୁକ୍ତ ବ୍ରେନ୍ ମ୍ୟାପିଂକୁ ଆଜି ମନା କରିଦେଲା । ଫଳରେ କୋର୍ଟ ଅନୁମତି ଦେଇନାହାନ୍ତି । ପୂର୍ବରୁ ପଲିଗ୍ରାଫ୍ ଏବଂ ନାର୍କୋ ଟେଷ୍ଟକୁ ମନା କରିଥିଲା ଅଭିଯୁକ୍ତ । ସୁତରାଂ ଏସଆଇଟି…
Read More...