Odisha Latest News, Breaking News Odisha, Odisha Current Headlines, Odisha News Online

ତେଲେଙ୍ଗାନାରୁ ଧରାପଡ଼ିଲା ହାଇଦର

ଭୁବନେଶ୍ୱର: କମିଶନରେଟ୍ ପୁଲିସକୁ ବଡ଼ ସଫଳତା । କଟକ ବଡ଼ ଡାକ୍ତରଖାନାରୁ ଫେରାର ହେବାର ୫ ଦିନ ପରେ ଧରାପଡ଼ିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ହାଇଦର । ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରେ ମଟରସାଇକେଲରେ ବୁଲୁଥିବା ହାଇଦରକୁ କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଆଜି ସଂଧ୍ୟାରେ ଧରିବାରେ…
Read More...

ଶୁକ୍ରବାରଠାରୁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ

ଭୁୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ନେବାରେ ଲାଗିଛି । ଦେଶରେ ଦୈନିକ ସଂକ୍ରମଣ ୨ ଲକ୍ଷ ଟପିଥିବା ବେଳେ ଆମ ରାଜ୍ୟରେ ୩ ହଜାର ମୁହାଁ ହୋଇଛି । ଏହି ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର କଠୋର ହୋଇଛନ୍ତି । ଆସନ୍ତାକାଲିଠାରୁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଘୋଷଣା…
Read More...

ମାଟ୍ରିକ୍, +୨ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର: କରୋନା ଯୋଗୁଁ ଓଡ଼ିଶାରେ ମାଟ୍ରିକ୍ ଓ +୨ ପରୀକ୍ଷା ସ୍ଥଗିତ ହୋଇଛି । ରାଜ୍ୟର ସମସ୍ତ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ୍ ପରିସ୍ଥିତି ସୁଧୁରିବା ପରେ ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି…
Read More...

ସୋଆ ପକ୍ଷରୁ ‘ସାରୋଳଦାସ ମହାଭାରଥ’ର ପାଠ ଆଧାରିତ ସଂସ୍କରଣ ପ୍ରକାଶିତ

ଭୁବନେଶ୍ୱର : ପଂଚଦଶ ଶତାବ୍ଦୀର ଆଦିକବି ସାରଳା ଦାସଙ୍କ ଦ୍ୱାରା ରଚିତ ‘ସାରୋଳଦାସ ମହାଭାରଥ‘ ମହାକାବ୍ୟର ଦୁଇଟି ପର୍ବର ପାଠ ଆଧାରିତ ସଂସ୍କରଣ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଦ୍ୱାରା ବୁଧବାର ଏକ ସ୍ୱତନ୍ତ୍ର ଉତ୍ସବରେ ଲୋକାର୍ପିତ ହୋଇଯାଇଛି । ଆଦିକବି ଭାବେ ପରିଚିତ ସାରଳା ଦାସଙ୍କ…
Read More...

କ୍ୟାନସର ହସ୍ପିଟାଲ୍, ପାଲିଏଟିଭ୍ କେୟାର ସେଣ୍ଟର ପାଇଁ ଏମଓୟୁ

ଭୁବନେଶ୍ୱର: ଭୁବନେଶ୍ୱରରେ ୫୦୦ ଶଯ୍ୟା ବିଶିଷ୍ଟ ବାଗଚୀ-ଶ୍ରୀ ଶଙ୍କର କ୍ୟାନସର୍ ହସ୍ପିଟାଲ୍ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଏବଂ ପାଲିଏଟିଭ(କରୁଣାଶ୍ରୟ) କେୟାର ସେଣ୍ଟର ପାଇଁ ଆଜି ଏମଓୟୁ ସ୍ୱାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକସେବା ଭବନଠାରେ ରାଜ୍ୟ…
Read More...