Odisha Latest News, Breaking News Odisha, Odisha Current Headlines, Odisha News Online
Browsing Category

ନ୍ୟୁଜ୍

କୋଭିଡ୍ ପରିଚାଳନା: ୩ ଜିଲ୍ଲାକୁ ଆଉ ୭ କୋଟି ଦେଲେ ମୁଖ୍ୟମନ୍ତ୍ରୀ

ଭୁୁବନେଶ୍ୱର: କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାତ ଖୋଲି ଦେଇଛନ୍ତି । କୋଭିଡ୍ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ ଆଜି ୩ଟି ଜିଲ୍ଲାକୁ ୭ କୋଟି ଟଙ୍କା ସହାୟତା ଦେଇଛନ୍ତି । ପୁରୀ ଜିଲ୍ଲାକୁ ୨ କୋଟି, ସୁବର୍ଣ୍ଣପୁର ଜିଲ୍ଲାକୁ ୧ କୋଟି ଏବଂ…
Read More...

ପୁଣି ୧୦ ହଜାର ଉପରେ ସଂକ୍ରମଣ

ଭୁବନେଶ୍ୱର: ମେ’ ୧ ରେ ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୧୦,୪୧୩ । ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୧୦,୫୨୧କୁ ବଢ଼ିଛି । କରୋନା ସଂକ୍ରମଣରେ ଆଜି ସୁଦ୍ଧା ଏହା ସର୍ବକାଳୀନ ରେକର୍ଡ । ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମଣ ୫ ଲକ୍ଷ ପାର୍ କରିଛି । ଏବେ ୮୧,୫୮୫ ଆକ୍ଟିଭ୍ କେସ୍…
Read More...

ଖଲିକୋଟ କଲେଜକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା

ଭୁବନେଶ୍ୱର: ଖଲିକୋଟ ସ୍ୱୟଂ ଶାସିତ କଲେଜକୁ ଏକକ ବିଶ୍ୱବିଦ୍ୟାଳୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦକ୍ଷିଣ ଓଡ଼ିଶାର ଏହି ସର୍ବ ପୂରାତନ ଶିକ୍ଷାନୁଷ୍ଠାନର ଗୌରବମୟ ଇତିହାସ ରହିଛି । ଉକ୍ତ ଅନୁଷ୍ଠାନରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା…
Read More...

ମନୋଜ ଦାସଙ୍କ ସ୍ମୃତିରେ ଅନ୍ତର୍ଜାତୀୟ ପୁରସ୍କାର

ଭୁବନେଶ୍ୱର: ଯଶସ୍ୱୀ ସାରସ୍ୱତ ସାଧକ ସ୍ୱର୍ଗତ ମନୋଜ ଦାସଙ୍କୁ ସମ୍ମାନ ଜଣାଇବା ସହ ତାଙ୍କ ସ୍ମୃତିକୁ ସାଇତି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେତୋଟି ବଡ଼ ନିଷ୍ପତ୍ତି ନେଇଛନ୍ତି । # ସ୍ୱର୍ଗତ ଦାସଙ୍କ ସ୍ମୃତିରେ ରାଜ୍ୟ ସରକାରଙ୍କ ପକ୍ଷରୁ ‘ମନୋଜ ଦାସ ଅନ୍ତର୍ଜାତୀୟ ସାହିତ୍ୟ…
Read More...

ପିପିଲି ଉପନିର୍ବାଚନ ସ୍ଥଗିତ

ଭୁବନେଶ୍ୱର: ଆସନ୍ତା ୧୬ ତାରିଖରେ ହେବାକୁ ଥିବା ପିପିଲି ଉପନିର୍ବାଚନ ସ୍ଥଗିତ ରହିଛି । କୋଭିଡ ସଂକ୍ରମଣ ବୃଦ୍ଧି ଏବଂ ଲକଡାଉନ୍ ଯୋଗୁଁ ନିର୍ବାଚନ କମିଶନ ଏହି ନିଷ୍ପତ୍ତି ନେଇଛନ୍ତି । ପିପିଲି ସମେତ ପଶ୍ଚିମବଙ୍ଗର ଜଙ୍ଗିପୁର ଏବଂ ସମସେରଗଞ୍ଜ ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନକୁ ମଧ୍ୟ…
Read More...