Odisha Latest News, Breaking News Odisha, Odisha Current Headlines, Odisha News Online
Browsing Category

ନ୍ୟୁଜ୍

୧ ଲକ୍ଷ ୭୦ ହଜାର କୋଟିର ବଜେଟ୍

ଭୁବନେଶ୍ୱର: ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ ୧ ଲକ୍ଷ ୭୦ ହଜାର କୋଟିର ବଜେଟ୍ କୁ ଆଜି ବିଧାନସଭାରେ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଗତ ଆର୍ଥିକ ବର୍ଷ ସଂଶୋଧିକ ଆକଳନ ୧ ଲକ୍ଷ ୩୫ ହଜାର କୋଟି ତୁଳନାରେ ଏହା ୨୬% ଅଧିକ । ବଜେଟ୍ ରେ ଜନକଲ୍ୟାଣ, ପୁଞ୍ଜି ନିବେଶ,…
Read More...

‘୨୨ ବର୍ଷ ହେଲା ମରି ମରି ବଞ୍ଚିଛି’

ଭୁବନେଶ୍ୱର: ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଫାଶି ଦିଆଯାଉ । ନଚେତ୍ ବଞ୍ଚିଥିବା ଯାଏଁ ଜେଲ୍ ରେ ରଖାଯାଉ । ୨୨ ବର୍ଷ ହେଲା ମୁଁ ମରି ମରି ବଞ୍ଚିଛି । ମୋ ଭଳି କେହି ଭିକ୍ଟିମ୍ ଥିଲେ ଏଭଳି ଲମ୍ବା ଲଢ଼େଇ ଲଢ଼ିବାକୁ ଧୈର୍ଯ୍ୟ ରଖନ୍ତୁ । ଡରିବେନି କି ଭାଙ୍ଗିବେନି । ନବୀନ ପଟ୍ଟନାୟକଙ୍କୁ ମୋର…
Read More...

ବିବନ ବିଶ୍ୱାଳକୁ ପାତାଳରୁ ଖୋଜି ବାହାର କଲା କମିଶନରେଟ୍ ପୁଲିସ

ଭୁୁବନେଶ୍ୱର: ନବେ ଦଶକର ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବେକାନନ୍ଦ ଓରଫ୍ ବିବନ ବିଶ୍ୱାଳ ଜୀବିତ ଧରାପଡ଼ିଛି । ଓଡ଼ିଶା ପୁଲିସ ଓ ସିବିଆଇ ଆଖିରେ ଧୂଳି ଦେଇ ଦୀର୍ଘ ୨୨ ବର୍ଷ ଧରି ଅନ୍ତର୍ଦ୍ଧାନ ହୋଇଯାଇଥିବା ବିବନକୁ କମିଶନରେଟ୍ ପୁଲିସ ସତେ ଯେମିତି…
Read More...

ପୁଣି ଚିନ୍ତା ବଢ଼ାଇଲା କରୋନା

ଭୁବନେଶ୍ୱର: କିଛି ରାଜ୍ୟରେ ବଢ଼ି ଚାଲିଥିବା କୋଭିଡ ଜୀବାଣୁର ନୂଆ ଷ୍ଟ୍ରେନ୍ ଏବେ ଚିନ୍ତାର ବିଷୟ ହୋଇଛି । ଓଡ଼ିଶାରେ ସ୍ଥିତି କ୍ରମଶଃ ସ୍ୱାଭାବିକ ହେଉଥିଲେ ମଧ୍ୟ ସଂକ୍ରମଣ ଲେଉଟାଣି ନ ହେବ ବୋଲି କହିହେଉନି । ମହାରାଷ୍ଟ୍ର, କେରଳ, ପଞ୍ଜାବ, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରେ ଲକଡାଉନ୍ ର…
Read More...

ବିଜେପିର ‘ପରୀ’ ଦୋକାନ ବନ୍ଦ !

ଭୁବନେଶ୍ୱର: “ପରୀ ଆମ ଘର ପାଖରେ ବୁଲୁଥିବା ବେଳେ ହାତଠାରି ଘରକୁ ଡାକି ଆଣିଲି । ସେତେବେଳେ ଘରେ କେହି ନ ଥିଲେ । ସେକ୍ସ କରିବାକୁ ଇଚ୍ଛା ଥିଲା । ତା’ର ଲେଗିନ୍ସ ଖୋଲିବା ବେଳେ ପାଟି କଲା । ତଳେ ପକାଇ ତଣ୍ଟି ଚିପି ଦେଲି । ମରିଗଲା । ମରିଯିବାରୁ ଦୁଃଖ ଲାଗିଲା । ଆଉ ସେକ୍ସ କରିବାକୁ ଇଚ୍ଛା…
Read More...

ସମଲେଶ୍ୱରୀ ମନ୍ଦିର ବିକାଶ ପାଇଁ ୨୦୦ କୋଟି

ଭୁବନେଶ୍ୱର: ଶ୍ରୀମନ୍ଦିର ଓ ଶ୍ରୀ ଲିଙ୍ଗରାଜ ମନ୍ଦିର ପରେ ସମ୍ବଲପୁରର ମା’ ସମଲେଶ୍ୱରୀ ମନ୍ଦିରର ବିକାଶ ପାଇଁ ରାଜ୍ୟ ସରକାର ଆଗକୁ ବଢ଼ିଛନ୍ତି । ମନ୍ଦିର ଅଞ୍ଚଳର ବିକାଶ ପାଇଁ ପ୍ରସ୍ତୁତ ହୋଇଛି Samaleswari Temple Area Management & Local Economy Initiatives (SAMALEI)…
Read More...

ପଶ୍ଚିମ ଓଡ଼ିଶାରେ ନବୀନ ସୋ’-୨

ବିର୍ସା ମୁଣ୍ଡାଙ୍କ ନାଁରେ ହକି ଷ୍ଟାଡିୟମ୍ ରାଉରକେଲା/ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ଫୋକସ୍ କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଜିଲ୍ଲା ପାଇଁ ପ୍ରାୟ ୫ ହଜାର କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପ ଭେଟି ଦେଇଛନ୍ତି । ଆଜି ରାଉରକେଲା ଗସ୍ତରେ ମୁଖ୍ୟମନ୍ତ୍ରୀ ଆସି ୧୬୮ ଟି…
Read More...

ରାଉରକେଲାରେ କ’ଣ କହିଲେ ମୁଖ୍ୟମନ୍ତ୍ରୀ….

ରାଉରକେଲା/ଭୁବନେଶ୍ୱର: ରାଉରକେଲାରେ ଦେଶର ସର୍ବବୃହତ୍ତ ହକି ଷ୍ଟାଡିୟମ ସମେତ ସୁନ୍ଦରଗଡ଼ ଜିଲ୍ଲାକୁ ୫ ହଜାର କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପ ଭେଟି ଦେବା ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କର ଅଭିଭାଷଣ ରଖିଥିଲେ । ‘ରାଉରକେଲା ଠାରେ ୨୦୨୩ ପୁରୁଷ ବିଶ୍ବକପ୍‌ ହକି ଆୟୋଜନକୁ ଦୃଷ୍ଟିରେ ରଖି…
Read More...

ପଶ୍ଚିମ ଓଡ଼ିଶାରେ ନବୀନ ସୋ’-୨

ରାଉରକେଲା/ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ଫୋକସ୍ କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଜିଲ୍ଲା ପାଇଁ ୪୯୧୫ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପ ଭେଟି ଦେଇଛନ୍ତି । ଆଜି ରାଉରକେଲା ଗସ୍ତରେ ମୁଖ୍ୟମନ୍ତ୍ରୀ ଆସି ୧୬୮ ଟି ପ୍ରକଳ୍ପ ଉଦଘାଟନ କରିଥିବା ବେଳେ ୨୪୦ ଟି ପ୍ରକଳ୍ପର…
Read More...

ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ୨୦୦ କୋଟି

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର (WODC) ବାର୍ଷିକ ଅନୁଦାନ ଦୁଇଗୁଣା ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋମବାର ଦିନ ଭିଡ଼ିଓ କନଫରେନ୍ସିଂ ଜରିଆରେ ପରିଷଦର କାର୍ଯ୍ୟକ୍ରମ ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ୧୦୦ କୋଟିରୁ ୨୦୦ କୋଟି ଟଙ୍କାକୁ ଅନୁଦାନ ବୃଦ୍ଧି…
Read More...