Triranga TV
Odisha Latest News, Breaking News Odisha, Odisha Current Headlines, Odisha News Online

ଦରଭାରେ ଏନକାଉଣ୍ଟର, ଜଣେ ନକ୍ସଲ ମୃତ

ମାଲକାନଗିରି: ସୀମାନ୍ତ ଛତିଶଗଡର ଦରଭା ଜଂଗଲରେ ପୁଲିସ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ଜଣେ ନକ୍ସଲର ମୃତ୍ୟୁ ହୋଇଛି। ଏଥିସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଛି। ଗୁଇନ୍ଦା ସୂତ୍ରରୁ ପକ୍କା ଖବର ମିଳିବା ପରେ ପୁଲିସ ଦରଭାର ଏଲେଙ୍ଗନାର ଜଂଗଲରେ ଚଢାଉ…

ସ୍ବାଭାବିକଠୁ କମ୍ ବର୍ଷା, ଗଞ୍ଜାମରେ ଗଜା ମରୁଡ଼ି ଆଶଙ୍କା

ଛତ୍ରପୁର : ଜ୍ୟେଷ୍ଠ ସରି ଆଷାଢ଼ ପଶିଲା। ହେଲେ ଗଞ୍ଜାମ ଜିଲ୍ଲାରେ ଆବଶ୍ୟକତା ଅନୁସାରେ ପର୍ଯ୍ୟାପ୍ତ ବର୍ଷା ହୋଇନି। ଜୁନ୍ ମାସରେ ସ୍ବାଭାବିକଠୁ କମ୍ ବର୍ଷା ‌ହୋଇଥିବା ବେଳେ ଏଭଳି ପରିସ୍ଥିତି ଜାରି ରହିଲେ ଜିଲ୍ଲାରେ ଗଜା ମରୁଡ଼ି ଆଶଙ୍କା ଏଡ଼ାଇ ଦେଇହେବ ନାହିଁ। ଗୋଟିଏ ପଟେ କରୋନା…

ଏହି କାମ ଯଦି ଆମେ କରିବା ତେବେ ତୃତୀୟ ଲହର କେବେ ବି ଆସିବ ନାହିଁ: ରଣଦୀପ ଗୁଲେରିଆ

ନୂଆଦିଲ୍ଲୀ: ଯଦି ଲୋକମାନେ ସାବଧାନ ରୁହନ୍ତି ଏବଂ ଭାରତ ସରକାର ବହୁ ସଂଖ୍ୟକ ଲୋକଙ୍କୁ ଟିକାକରଣ କରିବାକୁ ସକ୍ଷମ ହୁଅନ୍ତି, ତେବେ କରୋନା ମହାମାରୀର ତୃତୀୟ ତରଙ୍ଗ ମଧ୍ୟ ଆସି ନପାରେ ବୋଲି ଆଜି ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ(ଏମ୍ସ) ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ…

ପ୍ରସବ ଯନ୍ତ୍ରଣା ସହି ନପାରି ଆଖି ବୁଜିଲେ ସ୍ତ୍ରୀ, ଉଠ୍ ଧନ ବୋଲି କହି ଛାତିରେ ମୁଣ୍ଡ ପିଟି ପିଟି ଆତ୍ମହରା ହେଲେ…

ବାଲେଶ୍ବର: ଉଠ୍ ଧନ ଉଠ୍… ଆରେ ମୁଁ ଡାକୁଛି ପରା ଉଠି ଯା… ଆଉ କେତେ ଅଭିମାନ କରିବୁ… କେତେ ଆଉ ମିଛି ମିଛିକା ଆଖି ବୁଜି ମୋ ସହ ଖେଳ ଖେଳିବୁ । ତୁ ଆଖି ନଖୋଲିଲା ବେଳକୁ ଛାତିରୁ କଲିଜାଟା ଖସି ପଡୁଛି ଲୋ… ଉଠି ଯା, ଏ ଧନ ! ଦେଖ, ଡାକ୍ତର ବାବୁ ଆସିଲେଣି । ତୁ ମାଆ ହେବୁ, ମୁଁ ବାପା ହେବି……

୧୦ ଦିନ ପରେ ପୁଣି ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଦିଲୀପ କୁମାର

ନୂଆଦିଲ୍ଲୀ : ଅଭିନେତା ଦିଲୀପ କୁମାର ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଶ୍ବାସକ୍ରିୟାରେ କଷ୍ଟ ହେବାରୁ ଗତକାଲିଠାରୁ ତାଙ୍କୁ ହିନ୍ଦୁଜା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ହସ୍ପିଟାଲ୍‌ରୁ ଡିସଚାର୍ଜ ହେବାର ୧୦ ଦିନ ପରେ ସେ ପୁଣି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ୯୮…