Odisha Latest News, Breaking News Odisha, Odisha Current Headlines, Odisha News Online

୩୦୦ କୋଟି ଟଙ୍କା, ୨୫ ଲକ୍ଷ ଟିକା ମାଗିଲେ ନବୀନ

ଭୁବନେଶ୍ୱର: ଓଡ଼ିଶାରେ କୋଭିଡ୍ ମୁକାବିଲା ପାଇଁ ଅନ୍ୟୁନ ୩୦୦ କୋଟି ଟଙ୍କା ଏବଂ ଅନ୍ୟୁନ ୧୦ ଦିନ ପାଇଁ ୨୫ ଲକ୍ଷ କୋଭିଡ ଟିକା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ କୋଭିଡ୍ ସମୀକ୍ଷା ବେଳେ ନବୀନ ଏହି ପ୍ରସ୍ତାବ ରଖିଛନ୍ତି । ୨୦୨୦-୨୧ ବର୍ଷରେ କୋଭିଡ୍ ଜରୁରୀ ମୁକାବିଲା(ଏର୍ମଜେନ୍ସୀ କୋଭିଡ ରେସପନ୍ସ ପ୍ଲାନ୍) ପାଇଁ ଓଡ଼ିଶା ୪୦୦ କୋଟି ଟଙ୍କା ମାଗିଥିଲା । […]

Leave A Reply

Your email address will not be published.