Odisha Latest News, Breaking News Odisha, Odisha Current Headlines, Odisha News Online

ସାମ୍ବାଦିକଙ୍କୁ କୋଭିଡ୍ ସମ୍ମୁଖ ଯୋଦ୍ଧା ମାନ୍ୟତା

ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଫ୍ରଣ୍ଟଲାଇନ୍ କୋଭିଡ୍ ୱାରିଅର୍ ବା ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ୬୯୪୪ ଜଣ କାର୍ଯ୍ୟରତ ସାମ୍ବାଦିକ ଉପକୃତ ହେବେ । ପ୍ରସ୍ତାବକୁ ଅନୁମୋଦନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, କାର୍ଯ୍ୟରତ ସାମ୍ବାଦିକମାନେ ରାଜ୍ୟକୁ ବହୁତ ବଡ଼ ସେବା ଯୋଗାଉଛନ୍ତି । କୋଭିଡ୍ ସମ୍ପର୍କରେ ଲୋକଙ୍କୁ ଅନବରତ ସଚେତନ କରାଉଛନ୍ତି । କୋଭିଡ୍ ଲଢ଼େଇରେ ସାମ୍ବାଦିକମାନଙ୍କର ବଡ଼ ସହଯୋଗ ରହିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ […]

Leave A Reply

Your email address will not be published.