ଭୁବନେଶ୍ୱର: ଜାତୀୟ ସ୍ମାରକୀ ପ୍ରାଧିକରଣ(ନ୍ୟାସନାଲ୍ ମନୁମେଣ୍ଟ ଅଥରିଟି) ବାଇ-ଲ’ ପ୍ରସଙ୍ଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନିରବତା ଏବେ ଚର୍ଚ୍ଚାର ବିଷୟ । ୧୫ ତାରିଖ ଦିନ ଭୁବନେଶ୍ୱର ଫେରିଲା ପରେ ଅନୁସନ୍ଧାନ କରି ନିଷ୍ପତ୍ତି ନେବେ କହିବା ତାଙ୍କର ଭୂମିକାକୁ ସନ୍ଦେହଘେରକୁ ନେଇଛି । ଇତିମଧ୍ୟରେ ଆଜି ଭୁବନେଶ୍ୱରର ବିଭିନ୍ନ ଜାଗାରେ ଛାଇ ଯାଇଛି ସାଂସଦଙ୍କ ନିଖୋଜ ସୂଚନା ସମ୍ବଳିତ ପୋଷ୍ଟର । କାନ୍ଥବାଡ ଚାରିଆଡେ ଶୋଭା ପାଉଛି ଏହି ପୋଷ୍ଟର । ଏକାମ୍ର କ୍ଷେତ୍ରରେ […]