Odisha Latest News, Breaking News Odisha, Odisha Current Headlines, Odisha News Online

ଶ୍ରୀମନ୍ଦିରରୁ ବରାବର: ଏନଏମଏ ବାଇ ଲ’ ଅବିଳମ୍ବେ ପ୍ରତ୍ୟାହୃତ

ଭୁୁବନେଶ୍ୱର: ଓଡ଼ିଶାର ଚାପ ଆଗରେ ନଇଁଛନ୍ତି କେନ୍ଦ୍ର ସରକାର । ଶ୍ରୀମନ୍ଦିର ପାଇଁ ଜାତୀୟ ଐତିହ୍ୟ ପ୍ରାଧିକରଣ (ଏନଏମଏ) ର ବିବାଦୀୟ ବାଇ ଲ’ ଶେଷରେ ପ୍ରତ୍ୟାହୃତ ହୋଇଛି । ଆଜି ଶ୍ରୀମନ୍ଦିର ଦର୍ଶନରେ ପୁରୀ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂପୃକ୍ତ ବାଇ ଲ’ ତୁରନ୍ତ ପ୍ରତ୍ୟାହାର ପାଇଁ ତାଗିଦ୍ କଲାବେଳକୁ ଦିଲ୍ଲୀରେ ବିଜେଡ଼ି ଓ ବିଜେପି ସାଂସଦମାନେ ପୃଥକ୍ ଭାବେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହଙ୍କୁ ଭେଟି ଏହି ଦାବି କରିଥିଲେ । […]

Leave A Reply

Your email address will not be published.