Odisha Latest News, Breaking News Odisha, Odisha Current Headlines, Odisha News Online

ଶନିବାରଠାରୁ ଟିକାକରଣ ବନ୍ଦ !

ଭୁବନେଶ୍ୱର: କରୋନା ସଂକ୍ରମଣ ବୃଦ୍ଧି ବେଳକୁ ରାଜ୍ୟରେ ଟିକାର ଅଭାବ ଏବେ ଚିନ୍ତାର ବିଷୟ ହୋଇଛି । ମୋଟ ୧୫୦୦ ଟିକାକରଣ କେନ୍ଦ୍ରରୁ ଗତକାଲି ସୁଦ୍ଧା ୪୦୦ କେନ୍ଦ୍ର ବନ୍ଦ ହୋଇଥିଲା । ଆଜି ଆଉ ୩୦୦ ଏହିଭଳି ମୋଟ ୭୦୦ କେନ୍ଦ୍ର ବନ୍ଦ ହୋଇଗଲାଣି । ଟିକା ଯୋଗାଇବାକୁ କେନ୍ଦ୍ରକୁ ବାରମ୍ବାର ଚିଠି/ମେଲ୍ ଲେଖାଯାଉଥିଲେ ମଧ୍ୟ ତାହାର ଉତ୍ତର ମିଳୁନି । ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି, ଓଡ଼ିଶାରେ ଦୈନିକ ଅଢ଼େଇ ଲକ୍ଷ ଟିକା […]

Leave A Reply

Your email address will not be published.