Odisha Latest News, Breaking News Odisha, Odisha Current Headlines, Odisha News Online

ରାଜ୍ୟର ସବୁ ସହରାଞ୍ଚଳରେ ଶନିବାର ଓ ରବିବାର ସଟଡାଉନ୍

ଭୁବନେଶ୍ୱର: କୋଭିଡ ସଂକ୍ରମଣ ରୋକିବା ଲାଗି ରାଜ୍ୟ ସରକାର ଆଜି କଠୋର ପଦକ୍ଷେପ ନେଇଛନ୍ତି । ସାରା ରାଜ୍ୟରେ ସପ୍ତାହାନ୍ତ ସଟଡାଉନ୍ ଘୋଷଣା କରାଯାଇଛି । ପୂର୍ବରୁ ୧୦ଟି ସୀମାନ୍ତ ଜିଲ୍ଲାର ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ୍ ଘୋଷଣା କରାଯାଇଥିଲା । ଏଣିକି ସାରା ରାଜ୍ୟର ସହରାଞ୍ଚଳ ପ୍ରତି ଶନିବାର ଓ ରବିବାର ସଟଡାଉନ୍ ରହିବ । ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ଆଜି ଏହି ବଡ଼ ଘୋଷଣା କରିଛନ୍ତି । ଆସନ୍ତା ୨୪ ତାରିଖରୁ […]

Leave A Reply

Your email address will not be published.