Odisha Latest News, Breaking News Odisha, Odisha Current Headlines, Odisha News Online

ମେ’ ୧୩ ରେ ପିପିଲି ଭୋଟ

ଭୁବନେଶ୍ୱର: ସ୍ଥଗିତ ଥିବା ପିପିଲି ଉପନିର୍ବାଚନ ପାଇଁ ସାନି ତାରିଖ ଧାର୍ଯ୍ୟ ହୋଇଛି । ଆସନ୍ତା ମେ’ ୧୩ ତାରିଖରେ ସେଠାରେ ଭୋଟ ହେବ । ୧୬ ତାରିଖରେ ଭୋଟ ଗଣତି ହେବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏପ୍ରିଲ୍ ୧୯ ତାରିଖରେ ଉପନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ । ଏପ୍ରିଲ୍ ୨୬ ନାମାଙ୍କନପତ୍ର ଦାଖଲର ଶେଷ ଦିନ ରଖାଯାଇଛି । ୨୭ ରେ ନାମାଙ୍କନପତ୍ର ଯାଞ୍ଚ […]

Leave A Reply

Your email address will not be published.