Odisha Latest News, Breaking News Odisha, Odisha Current Headlines, Odisha News Online

‘ବେଡ୍, ଔଷଧ, ଅକ୍ସିଜେନ୍ ର ଅଭାବ ନାହିଁ’

ଭୁୁବନେଶ୍ୱର: ସମସ୍ତେ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରନ୍ତୁ । ବାକି କୋଭିଡ୍ ଆକ୍ରାନ୍ତଙ୍କ ଦାୟିତ୍ୱ ସରକାରଙ୍କର । ହସ୍ପିଟାଲ୍ ରେ ବେଡ୍ ର ସମସ୍ୟା ନାହିଁ କି ଔଷଧ, ଅକ୍ସିଜେନ୍ ର ଅଭାବ ନାହିଁ । ସବୁଠାରୁ ଖରାପ ସ୍ଥିତିର ସାମନା କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଆଜି ରାଜ୍ୟବାସୀଙ୍କୁ ଏହି ଆଶ୍ୱାସନା ଦେଇଛନ୍ତି । ଶ୍ରୀ ମହାପାତ୍ର ତିନୋଟିି ବିଷୟକୁ […]

Leave A Reply

Your email address will not be published.