Odisha Latest News, Breaking News Odisha, Odisha Current Headlines, Odisha News Online

ବିଜେଡ଼ି, କଂଗ୍ରେସର ୩୦ ଜଣିଆ ଷ୍ଟାର୍ ପ୍ରଚାରକ

ଭୁବନେଶ୍ୱର: ବିଜେଡ଼ି ଓ କଂଗ୍ରେସ ପକ୍ଷରୁ ଆଜି ପିପିଲି ଉପନିର୍ବାଚନ ପ୍ରଚାର ପାଇଁ ଷ୍ଟାର୍ ପ୍ରଚାରକ ତାଲିକା ଦିଆଯାଇଛି । ଉଭୟ ଦଳରେ ୩୦ ଜଣ ଲେଖାଏଁ ଷ୍ଟାର୍ ପ୍ରଚାରକ ଅଛନ୍ତି । ବିଜେଡ଼ି ମୁଖ୍ୟ ପ୍ରଚାରକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦ୍ୱିତୀୟରେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ରହିଥିଲା ବେଳେ କଂଗ୍ରେସର ମୁଖ୍ୟ ପ୍ରଚାରକ ଭାବେ କେନ୍ଦ୍ରୀୟ ପ୍ରଭାରୀ ଡ. ଚେଲ୍ଲାକୁମାର ଓ ଦ୍ୱିତୀୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ […]

Leave A Reply

Your email address will not be published.