Odisha Latest News, Breaking News Odisha, Odisha Current Headlines, Odisha News Online

ବିଜେପିର ବଙ୍ଗଳା ଦଖଲ ସ୍ୱପ୍ନ ଚୁରମାର୍

ଭୁବନେଶ୍ୱର: ବିଜେପିର ବଙ୍ଗଳା ଦଖଲ ଫେଲ୍ ମାରିଛି । ଦିଦିଙ୍କ ଶକ୍ତି ଆଗରେ କାମ କରିନି ଶକ୍ତିଶାଳୀ ମୋଦି ଓ ଶାହାଙ୍କ ବଜ୍ର କମ୍ପନ । ୨୦୦ରୁ ଅଧିକ ସିଟ୍ ଜିତି ସରକାର ଗଢ଼ିବାର ବିଜେପି ଦମ୍ଭକୁ ଚୁରମାର୍ କରିଦେଇଛନ୍ତି ଦିଦି । ୨୯୨ ଆସନରୁ ବିଜେପି ମାତ୍ର ୭୭ ଆସନରେ ଆଗୁଆ ଅଛି । ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ୨୧୩ ଆସନରେ ଆଗୁଆ ରହି ରାଜ୍ୟରେ ତୃତୀୟ ଥର ପାଇଁ ସରକାର ଗଢ଼ିବାକୁ […]

Leave A Reply

Your email address will not be published.