Odisha Latest News, Breaking News Odisha, Odisha Current Headlines, Odisha News Online

ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିଲେ ବିଜେପି ବିଧାୟକ

ଭୁବନେଶ୍ୱର: ଗଣତନ୍ତ୍ରର ମନ୍ଦିର ପବିତ୍ର ବିଧାନସଭାରେ ଆଜି ବାଚସ୍ପତିଙ୍କ ଉପରକୁ ବିଜେପି ବିଧାୟକମାନେ ଚପଲ ଫିଙ୍ଗିଛନ୍ତି । ଗୃହର ମଧ୍ୟଭାଗରେ ହଟ୍ଟଗୋଳ ବେଳେ ସେମାନେ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚପଲ, ଖାତା, ହେଡଫୋନ୍ ଏବଂ ଡଷ୍ଟବିନ୍ ଫିଙ୍ଗିଥିଲେ । ଚପଲ ଫିଙ୍ଗିଥିବା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଏବଂ ମୁଖ୍ୟ ସଚେତକ ମୋହନ ମାଝୀଙ୍କୁ ବାଚସ୍ପତି ଗୃହରୁ ସସପେଣ୍ଡ କରିଛନ୍ତି । ଚଳିତ ଅଧିବେସନର ଅବଶିଷ୍ଟ ଦିନ ସେମାନେ ଗୃହରେ […]

Leave A Reply

Your email address will not be published.