Odisha Latest News, Breaking News Odisha, Odisha Current Headlines, Odisha News Online

ବାଇ-ଲ’ ପ୍ରତ୍ୟାହାର ପାଇଁ ୨୪ ଘଣ୍ଟା ମହଲତ୍

ଭୁବନେଶ୍ୱର: ଏକାମ୍ର କ୍ଷେତ୍ରରେ ଅନନ୍ତ ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ୱର ମନ୍ଦିର ପାଇଁ ଜାତୀୟ ସ୍ମାରକୀ ପ୍ରାଧିକରଣ(ନ୍ୟାସନାଲ୍ ମନୁମେଣ୍ଟ ଅଥରିଟି) ଜାରି କରିଥିବା ବାଇ-ଲ’ ପ୍ରତ୍ୟାହାର ଦାବି ଜୋର୍ ହୋଇଛି । ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ତଥା ଖୋାର୍ଦ୍ଧା ଜିଲ୍ଲାପାଳ ଆଜି ଏନଏମଏ ସଦସ୍ୟଙ୍କୁ ଏ ନେଇ ଚିଠି ଲେଖିଥିଲା ବେଳେ ଲିଙ୍ଗରାଜ ମନ୍ଦିରର ଚାରି ନିଯୋଗ ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଜରିଆରେ ୨୪ ଘଣ୍ଟାର ମହଲତ୍ ଦିଆଯାଇଛି । ୨୪ […]

Leave A Reply

Your email address will not be published.