Odisha Latest News, Breaking News Odisha, Odisha Current Headlines, Odisha News Online

ପୁଲିସ ଖୋଲିଲା କଟାମୁଣ୍ଡ ରହସ୍ୟ

ଭୁୁବନେଶ୍ୱର: ରାଜଧାନୀ ଉପକଣ୍ଠ ଅନ୍ଧାରୁଆ-ଦାସପୁର ରାସ୍ତାକଡରୁ ଗତ ୪ ତାରିଖରେ ଉଦ୍ଧାର ହୋଇଥିବା ମୁଣ୍ଡବିହୀନ ମହିଳାଙ୍କ ପରିଚୟ ଏବଂ କଟାମୁଣ୍ଡ ମିଳିଛି । ଗଣ୍ଡିଠାରୁ ପ୍ରାୟ ୨ କିଲୋମିଟର ଦୂର ଭରତପୁର ଜଙ୍ଗଲରେ ମହିଳାଙ୍କ ମୁଣ୍ଡ ପଡ଼ିଥିଲା । ଦୁଇ ଅଭିଯୁକ୍ତ ଧରାପଡ଼ିବା ପରେ କଟାମୁଣ୍ଡ ଜାଗାକୁ ବାଟ କଢ଼ାଇ ନେଇଥିଲେ । ଦୀର୍ଘ ୮ ଦିନ ଧରି ଅଚିହ୍ନା ମୃତ ମହିଳାଙ୍କ ପରିଚୟ ଖୋଜୁଥିବା କମିଶନରେଟ୍ ପୁଲିସକୁ ଆଜି ଏହି ବଡ଼ ସଫଳତା ମିଳିଛି । […]

Leave A Reply

Your email address will not be published.