Odisha Latest News, Breaking News Odisha, Odisha Current Headlines, Odisha News Online

ପିପିଲି ଉପନିର୍ବାଚନ ସ୍ଥଗିତ

ଭୁବନେଶ୍ୱର: ଆସନ୍ତା ୧୬ ତାରିଖରେ ହେବାକୁ ଥିବା ପିପିଲି ଉପନିର୍ବାଚନ ସ୍ଥଗିତ ରହିଛି । କୋଭିଡ ସଂକ୍ରମଣ ବୃଦ୍ଧି ଏବଂ ଲକଡାଉନ୍ ଯୋଗୁଁ ନିର୍ବାଚନ କମିଶନ ଏହି ନିଷ୍ପତ୍ତି ନେଇଛନ୍ତି । ପିପିଲି ସମେତ ପଶ୍ଚିମବଙ୍ଗର ଜଙ୍ଗିପୁର ଏବଂ ସମସେରଗଞ୍ଜ ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନକୁ ମଧ୍ୟ ସ୍ଥଗିତ ରଖାଯାଇଛି । ଆଜି ସଂଧ୍ୟାରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ପିପିଲି ଉପନିର୍ବାଚନ […]

Leave A Reply

Your email address will not be published.