ଭୁୁବନେଶ୍ୱର: ପିପିଲି ଉପନିର୍ବାଚନ ପ୍ରଚାର ଜମୁଥିବା ବେଳେ ଆଜି ବିଜେପି-ବିଜେଡ଼ି କର୍ମୀ ମୁହାଁମୁହିଁ ହୋଇଛନ୍ତି । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ରାଲିରେ ଟେକାପଥର ମାଡ଼ ଘଟଣାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ବିଜେପି କର୍ମୀମାନେ ପିପିଲି ଥାନା ଘେରାଉ କରିବାକୁ ଉଦ୍ୟମ କରୁଥିଲା ବେଳେ ବିଜେଡ଼ି କର୍ମୀଙ୍କ ବିରୋଧ ଯୋଗୁଁ ଠେଲାପେଲା ହୋଇଥିଲା । ଆଜି ଦିନ ୧୨ଟା ବେଳେ ରାଇଗିରିପୁର ଗାଁରେ ବିଜେପି ପ୍ରଚାର ଶୋଭାଯାତ୍ରା ଯାଉଥିବା ବେଳେ କିଛି ବିଜେଡ଼ି […]