Odisha Latest News, Breaking News Odisha, Odisha Current Headlines, Odisha News Online

ପିପିଲିରେ ବିଜେଡ଼ିର ହେବନି ମିଟିଂ, ରାଲି

ଭୁବନେଶ୍ୱର: ପିପିଲିରେ କୌଣସି ପ୍ରକାର ପ୍ରଚାର ମିଟିଂ କିମ୍ବା ରାଲି ନ କରିବାକୁ ବିଜେଡ଼ି ନିଷ୍ପତ୍ତି ନେଇଛି । ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟ୍ୱିଟ୍ ଯୋଗେ ଏହି ସୂଚନା ଦେଇଛନ୍ତି । ପ୍ରଚାର ଅବଧି ଏବଂ ପ୍ରଚାର ତରିକା ସମ୍ପର୍କରେ ଅନ୍ୟ ରାଜନୈତିକ ଦଳ ଏବଂ ଭାରତର ନିର୍ବାଚନ କମିଶନ ବିଚାର କରିବାକୁ ନବୀନ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ଲୋକଙ୍କ ସେବା ପାଇଁ ନିର୍ବାଚନ ଲଢ଼ୁଛେ । […]

Leave A Reply

Your email address will not be published.