ଭୁବନେଶ୍ୱର: ପିପିଲି ନିକଟ ତରାକାଜ ଛକରେ ଏକ ପଲସରରେ ଯାଉଥିବା ଦୁଇଜଣ ଯୁବକଙ୍କଠାରୁ ପୁଲିସ ୫୦ ଲକ୍ଷ ଟଙ୍କା ଜବତ କରିବା ସହ ସେମାନଙ୍କୁ ଗିରଫ କରିଛି । ଗିରଫ ଯୁବକଦ୍ୱୟ ପିପିଲି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ସହଯୋଗୀ ବୋଲି ଜଣାପଡ଼ିଛି । ଭୋଟରଙ୍କୁ ଟଙ୍କା ଦେବା ପାଇଁ ଏହି ଟଙ୍କା ଆସୁଥିବା ଅନୁମାନ କରାଯାଉଛି । ଆଜି ଦିନ ୨ ଟା ବେଳେ ପୁଲିସ ଚେକିଂରେ ଧରାପଡ଼ିଥିଲେ ଏହି ଯୁବକ । ଏକ ନୀଳ […]