Odisha Latest News, Breaking News Odisha, Odisha Current Headlines, Odisha News Online

ପହଞ୍ଚିଲା ଦେଢ଼ ଲକ୍ଷ ଡୋଜ୍ କୋଭାସ୍କିନ୍

ଭୁବନେଶ୍ୱର: ଓଡ଼ିଶାରେ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ଆରମ୍ଭକୁ ନେଇ ରହିଥିବା ଅନିଶ୍ଚିତତା ଦୂର ହୋଇଛି । ଆଜି ବିଳମ୍ବିତ ସଂଧ୍ୟାରେ ୧.୫ ଲକ୍ଷ ଡୋଜ୍ କୋଭାସ୍କିନ୍ ଟିକା ଭୁବନେଶ୍ୱରରେ ପହଞ୍ଚିଛି । ଭାରତ ବାଇଓଟେକ୍ କମ୍ପାନୀଠାରୁ ରାଜ୍ୟ ସରକାର ସିଧାସଳଖ ଏହି ଟିକା କିଣିଛନ୍ତି । ଆସନ୍ତା ୩ ତାରିଖରୁ କେବଳ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ । ଶନିବାର ଓ ରବିବାର ସଟଡାଉନ୍ ଘୋଷଣା […]

Leave A Reply

Your email address will not be published.