Odisha Latest News, Breaking News Odisha, Odisha Current Headlines, Odisha News Online

ପଶ୍ଚିମବଙ୍ଗରେ ପୁଣି ଦିଦି! ପଶ୍ଚିମବଙ୍ଗ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ପୁଣି ସରକାର ଗଢ଼ିବେ ମମତା ବାନାର୍ଜୀ । ଅଧିକାଂଶ ଗଣମାଧ୍ୟମ ସଂସ୍ଥାର ଏକଜିଟ୍ ପୋଲ୍ ରେ ଏହି ପୂର୍ବାନୁମାନ ଦିଆଯାଇଛି । ସେହିଭଳି କେରଳରେ ପିନାରାୟୀ ବିଜୟନ୍ ଏବଂ ଆସାମରେ ସର୍ବାନନ୍ଦ ସୋନାୱାଲା ସରକାର ପୁଣି କ୍ଷମତାକୁ ଫେରୁଥିବା ବେଳେ ତାମିଲନାଡୁରେ କ୍ଷମତାସୀନ ଏଆଇଏଡିଏକେ ମେଣ୍ଟ ଚିତପଟାଙ୍ଗ ମାରିବ । ତାମିଲନାଡୁରେ ଡିଏମକେ-କଂଗ୍ରେସ ମେଣ୍ଟ ସ୍ପଷ୍ଟ ବହୁମତ ପାଇ ସରକାର ଗଢ଼ିବ । ପୁଡୁଚେରୀରେ ଏନଡିଏ ମେଣ୍ଟ ସରକାର ଗଢ଼ିବ ବୋଲି ଏକଜିଟ୍ ପୋଲ୍ […]

Leave A Reply

Your email address will not be published.