Odisha Latest News, Breaking News Odisha, Odisha Current Headlines, Odisha News Online

ନିଖୋଜ ପୋଷ୍ଟରକୁ ନେଇ ବିଜେପିର ଦୁଇଗୋଷ୍ଠୀ ପିଟାପିଟି

ଭୁବନେଶ୍ୱର: ଝାରପଡ଼ା ଅଞ୍ଚଳରେ ସାଂସଦ ଅପରାଜିତାଙ୍କ ନିଖୋଜ ପୋଷ୍ଟର ମରାକୁ କେନ୍ଦ୍ର କରି ବିଜେପିର ଦୁଇଗୋଷ୍ଠୀ ପ୍ରବଳ ପିଟାପିଟି ହୋଇଛନ୍ତି । ଏହି ମାମଲାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ଜଗନ୍ନାଥ ପ୍ରଧାନଙ୍କ ସମର୍ଥକ କୁହାଯାଉଥିବା ଶୁଭମ୍ ଲାଲ୍ ହୀରା ନାମକ ଜଣେ ଯୁବକ ଅପରାଜିତାଙ୍କ ନିଖୋଜ ପୋଷ୍ଟର୍ କାନ୍ଥରେ ଲଗାଉଥିଲେ । ମାତ୍ର ଏହି ଖବର ପାଇ ସାଂସଦଙ୍କ ପିଏ ଧନେଶ୍ୱର […]

Leave A Reply

Your email address will not be published.