Odisha Latest News, Breaking News Odisha, Odisha Current Headlines, Odisha News Online

ନବୀନଙ୍କ ପ୍ରସ୍ତାବ: ଖୋଲା ବଜାରରେ ଟିକା ମିଳୁ

ଭୁବନେଶ୍ୱର: କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଟିକାର ଅଭାବକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଏକ ଚିଠି ଲେଖି ମୁଖ୍ୟମନ୍ତ୍ରୀ ଏହା ଜଣାଇବା ସହ ଖୋଲା ବଜାରରେ ଟିକା ଉପଲବ୍ଧ କରାଇବାକୁ ପ୍ରସ୍ତାବ ଦେଇଛନ୍ତି । ଏହା ହେଲେ ଆଗ୍ରହୀ ବ୍ୟକ୍ତି ବଜାରରୁ ଟିକା ପାଇପାରିବେ ଏବଂ ତଳିଆ ବର୍ଗଙ୍କ ଟିକାକରଣ ଉପରେ ଧ୍ୟାନ ଦେବାକୁ ସରକାର ସୁଯୋଗ ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । […]

Leave A Reply

Your email address will not be published.