Odisha Latest News, Breaking News Odisha, Odisha Current Headlines, Odisha News Online

ଦ୍ୱିତୀୟ ଲହର କରୋନାର ଲମ୍ବା ଡିଆଁ

ଭୁୁବନେଶ୍ୱର: ପ୍ରଥମ ଲହର କରୋନାରେ ଦେଶରେ ସର୍ବାଧିକ ଦୈନିକ ସଂକ୍ରମଣର ରେକର୍ଡ ଥିଲା ୯୭,୪୦୦ । ଓଡ଼ିଶାରେ ଏହି ରେକର୍ଡ ଥିଲା ୪,୩୫୬ । ଆଜି ଦିନରେ ଦେଶର ଦୈନିକ ସଂକ୍ରମଣ ୪ ଲକ୍ଷ ପାର୍ କରିଛି । ଆମ ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାର ପାର୍ କରିଛି । ପୂର୍ବ ଥର ଏହି ମହାମାରୀକୁ ସାମନା କଲା ବେଳେ ହସ୍ପିଟାଲ୍ ଗୁଡ଼ିକରେ ଅକ୍ସିଜେନ୍ ଭଳି ସଙ୍କଟ ନ ଥିଲା । ମାତ୍ର ଏବେ ଦେଶର […]

Leave A Reply

Your email address will not be published.