Odisha Latest News, Breaking News Odisha, Odisha Current Headlines, Odisha News Online

ଦେଶବାସୀଙ୍କୁ ସାହାସ ଓ ଧୈର୍ଯ୍ୟ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ନେଇଥିବା ବେଳେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ସାହାସ ଓ ଧୈର୍ଯ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହସ୍ପିଟାଲ୍ ବେଡ୍ ଏବଂ ଅକ୍ସିଜେନ୍ ସଙ୍କଟର ସମାଧାନ ପାଇଁ ମୋଦି ଆଶ୍ୱାସନା ଦେଇଛନ୍ତି । ଶ୍ରମିକମାନେ ଯିଏ ଯେଉଁଠି ଅଛନ୍ତି, ଥାଆନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । କୋଭିଡ୍ ନିୟମ କଡ଼ାକଡ଼ି ଅନୁପାଳନକୁ ପ୍ରଧାନମନ୍ତ୍ରୀ ଜୋର୍ ଦେଇଥିବା ବେଳେ ଲକଡାଉନ୍ ସପକ୍ଷରେ ନାହାନ୍ତି । ଲକଡାଉନ୍ ନୁହେଁ, ମାଇକ୍ରୋ […]

Leave A Reply

Your email address will not be published.