Odisha Latest News, Breaking News Odisha, Odisha Current Headlines, Odisha News Online

ଦେଶଦ୍ରୋହୀ ଈଶ୍ୱରକୁ ଆଜୀବନ ଜେଲ୍

ବାଲେଶ୍ୱର: ବହୁ ଚର୍ଚ୍ଚିତ ଚାନ୍ଦିପୁର ପ୍ରତିରକ୍ଷା କ୍ଷେପଣାସ୍ତ୍ର ଘାଟିର ତତ୍କାଳୀନ ଠିକା ଫଟୋଗ୍ରାଫର ଈଶ୍ୱର ବେହେରାର ଆଇଏସଆଇ ଲିଙ୍କ୍ ପ୍ରମାଣିତ ହୋଇଛି । ବାଲେଶ୍ୱର ଏଡିଜେ କୋର୍ଟ ତାଙ୍କୁ ଦେଶଦ୍ରୋହ ଅପରାଧରେ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ।୨୦୧୪ ଡିସେମ୍ବର ୨୨ରେ ଈଶ୍ୱର ଚାନ୍ଦିପୁର ପୁଲିସ ଦ୍ୱାରା ଗିରଫ ହୋଇ ଜେଲ୍ ରେ ଅଛନ୍ତି । ମୟୁରଭଞ୍ଜ କଣ୍ଟିପୁର ଅଞ୍ଚଳର ଈଶ୍ୱର ବେହେରା ଡିଆରଡିଓରେ ଠିକା ଫଟୋଗ୍ରାଫର ଭାବେ କାମ କରୁଥିଲା ବେଳେ ପାକିସ୍ଥାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇକୁ […]

Leave A Reply

Your email address will not be published.