ଭୁବନେଶ୍ୱର : ନିୟମଗିରି ପାର୍ବତ୍ୟାଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ ଜୀବନ ସଂସ୍କୃତି ଓ ସଂଘର୍ଷ ଉପରେ ପ୍ରକାଶିତ ଗବେଷଣାତ୍ମକ ପୁସ୍ତକ ‘ଡଙ୍ଗରାନ କୁଆଁ’କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଲୋକାର୍ପିତ କରିଛନ୍ତି I ବିଶିଷ୍ଟ ଗବେଷକ ତଥା ସାମ୍ବାଦିକ ଜିତେନ୍ଦ୍ର ପଟ୍ଟନାୟକ ଏହାର ଲେଖକ I ରାଜ୍ୟପାଳ ପ୍ରଫେସର ଲାଲ ଆଦିମ ଡଙ୍ଗରିଆ ଜନଜାତିଙ୍କ ଉପରେ ଏହା ଏକ ଉପାଦେୟ ଓ ବିରଳ ଗବେଷଣାତ୍ମକ ପୁସ୍ତକ ବୋଲି ଅଭିହିତ କରିଛନ୍ତି I ସେ […]