Odisha Latest News, Breaking News Odisha, Odisha Current Headlines, Odisha News Online

କେନ୍ଦ୍ର ଦେଉନି; ୨ ଦିନରେ ବନ୍ଦ ହୋଇପାରେ ଟିକାକରଣ

ଭୁବନେଶ୍ୱର: ବିଶ୍ୱର ସର୍ବବୃହତ୍ତ ଭ୍ୟାକସିନ୍ ମେକର୍ ଏବଂ ବିଦେଶ ସପ୍ଲାୟର୍ ଭାବେ ନାଁ କମେଇଥିବା ଆମ ଦେଶ ଭାରତ ତା’ର ନିଜ ରାଜ୍ୟମାନକୁ ଆବଶ୍ୟକୀୟ ଭ୍ୟାକସିନ୍ ଯୋଗାଇବାରେ ବିଫଳ ହୋଇଛି । ଦ୍ୱିତୀୟ ଲହର ସଂକ୍ରମଣ ବେଳକୁ ଝାଡ଼ଖଣ୍ଡରେ ଭ୍ୟାକସିନ୍ ଅଭାବରୁ ଟିକାକରଣ ବନ୍ଦ ହୋଇଯାଇଥିବା ବେଳେ ଆମ ଓଡ଼ିଶାରେ ମଧ୍ୟ ଅନୁରୂପ ଅବସ୍ଥା ହେବାକୁ ଯାଉଛି । ଭ୍ୟାକସିନ୍ ଅଭାବରୁ ବିଭିନ୍ନ ଜିଲ୍ଲାରେ ୪୦୦ କୋଭିଡ୍ ଭ୍ୟାକସିନ୍ ସେଣ୍ଟର ବନ୍ଦ ହୋଇଗଲାଣି । ବର୍ତ୍ତମାନ ପରିସ୍ଥିତିରେ […]

Leave A Reply

Your email address will not be published.