Odisha Latest News, Breaking News Odisha, Odisha Current Headlines, Odisha News Online

କରୋନାରେ ଚାଲିଗଲେ ବରିଷ୍ଠ ସାମ୍ବାଦିକ ପ୍ରୀତିମାନ ମହାପାତ୍ର

ଭୁବନେଶ୍ୱର: ରାଜ୍ୟର ଆଉ ଜଣେ ବରିଷ୍ଠ ସାମ୍ବାଦିକ ପ୍ରୀତିମାନ ମହାପାତ୍ରଙ୍କର ଜୀବନ ନେଇଛି କରୋନା । ଟାଇମସ୍ ଅଫ ଇଣ୍ଡିଆ, ଭୁବନେଶ୍ୱରରେ କାର୍ଯ୍ୟ କରୁଥିବା ପ୍ରୀତିମାନ କରୋନାରେ ଆକ୍ରାନ୍ତ ହୋଇ ସ୍ଥାନୀୟ ବ୍ଲୁ ହ୍ୱିଲ୍ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ । ଆଜି ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କୁ ମାତ୍ର ୪୬ ବର୍ଷ ହୋଇଥିଲା । ପ୍ରୀତିମାନଙ୍କ ଅକାଳ ବିୟୋଗ ସାମ୍ବାଦିକ ମହଲକୁ ପୁଣି ସ୍ତବ୍ଧ କରିଛି । ୧୫ ଦିନ ତଳେ ପ୍ରୀତିମାନ […]

Leave A Reply

Your email address will not be published.