Odisha Latest News, Breaking News Odisha, Odisha Current Headlines, Odisha News Online

କରୋନାରେ ଆଖି ବୁଜିଲେ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସାମନ୍ତରାୟ

ଭୁୁବନେଶ୍ୱର: ମହାମାରୀ କରୋନା କବଳରେ ଜଣଙ୍କ ପରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ସାମ୍ବାଦିକ ଜଗତକୁ ସ୍ତବ୍ଧ କରିଛି । ଆଜ୍ ତକ୍ ର ରୋହିତ ସରଦାନା ଏବଂ ଟାଇମସ୍ ଅଫ୍ ଇଣ୍ଡିଆ(ଦିଲ୍ଲୀ)ର ନିଲାକ୍ଷୀ ଭଟ୍ଟାଚାର୍ଯ୍ୟଙ୍କ ମୃତ୍ୟୁ ଖବର ଆଜି ସକାଳୁ ସାମ୍ବାଦିକମହଲରେ ଶୋକର ଛାୟା ଖେଳାଇଥିବା ବେଳେ ସଂଧ୍ୟାରେ ଆଉ ଏକ ଦାରୁଣ ଖବର ଆସିଛି । ସମ୍ବାଦ, ସମ୍ବଲପୁର ସଂସ୍କରଣ ଦାୟିତ୍ୱରେ ଥିବା ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସାମନ୍ତରାୟ ଆଖି ବୁଜି ଦେଇଛନ୍ତି । କୋଭିଡ୍ […]

Leave A Reply

Your email address will not be published.