Odisha Latest News, Breaking News Odisha, Odisha Current Headlines, Odisha News Online

ଆଉ ନାହାନ୍ତି ଯଶସ୍ୱୀ ମନୋଜ ଦାସ

ଭୁବନେଶ୍ୱର: ଆଉ ନାହାନ୍ତି ଓଡ଼ିଆ ସାହିତ୍ୟ ଜଗତର ଯଶସ୍ୱୀ ମହାପୁରୁଷ । ୮୭ ବର୍ଷ ବୟସରେ ଆଖି ବୁଜିଦେଇଛନ୍ତି ଏହି ମହାନ୍ ସାରସ୍ୱତ ସାଧକ ମନୋଜ ଦାସ । ବାର୍ଦ୍ଧକ୍ୟ ଜନିତ ରୋଗ ପାଇଁ ପଣ୍ଡିଚେରୀ ଆଶ୍ରମ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ । ଆଜି ସଂଧ୍ୟା ୮.୧୦ ମିନିଟ୍ ରେ ସେ ଆଖି ବୁଜି ଦେଇଛନ୍ତି । ଓଡ଼ିଆ ଓ ଇଂରାଜୀ ସାହିତ୍ୟର ଲବ୍ଧ ପ୍ରତିଷ୍ଠିତ ତଥା ଆନ୍ତର୍ଜାତିକଖ୍ୟାତି ସମ୍ପନ୍ନ ଲେଖକ, ଔପନାସିକ ମନୋଜ ଦାସଙ୍କ […]

Leave A Reply

Your email address will not be published.