Odisha Latest News, Breaking News Odisha, Odisha Current Headlines, Odisha News Online

ଆଉ ଦୁଇ ସାମ୍ବାଦିକଙ୍କ ଜୀବନ ନେଲା କରୋନା

ଭୁୁବନେଶ୍ୱର: ଗୋଟିଏ ଦିନରେ ରାଜ୍ୟର ଦୁଇ ପ୍ରତିଷ୍ଠିତ ସାମ୍ବାଦିକଙ୍କ ଜୀବନ ନେଇଛି ମହାମାରୀ କରୋନା । ବରିଷ୍ଠ ସାମ୍ବାଦିକ ମାନସ ଜୟପୁରିଆ ସମ୍ବଲପୁର ଆରୋଗ୍ୟମ ହସ୍ପିଟାଲ୍ ରେ ଆଖି ବୁଜିଥିଲା ବେଳେ ବିଶାଖାପାଟଣାର ଏକ ହସ୍ପିଟାଲ୍ ରେ ଆଖି ବୁଜିଛନ୍ତି ନକ୍ଷତ୍ର ନ୍ୟୁଜ୍ ର ଭବାନୀପାଟଣା ପ୍ରତିନିଧି ଭାନୁ ପ୍ରକାଶ ରଥ । ମାନସ ଏବଂ ଭାନୁ ପ୍ରକାଶ ସାମ୍ବାଦିକତା ଜଗତରେ ବେଶ୍ ଜଣାଶୁଣା ଥିଲେ । ଆଜି ଉଭୟଙ୍କ ମୃତ୍ୟୁ ଖବର ପାଇ ସାମ୍ବାଦିକ ମହଲରେ […]

Leave A Reply

Your email address will not be published.