Odisha Latest News, Breaking News Odisha, Odisha Current Headlines, Odisha News Online

ଅମାନିଆଙ୍କୁ ସାବାଡ୍ ପାଇଁ ୧୦ ଦିନିଆ ସ୍ପେଶାଲ୍ ଡ୍ରାଇଭ୍

ଭୁବନେଶ୍ୱର: ଦ୍ୱିତୀୟ ଲହର କରୋନା ସଂକ୍ରମଣ ରୋକିବା ଲାଗି ବ୍ୟାପକ ପଦକ୍ଷେପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ଏସପିମାନଙ୍କ ସହିତ ଭିଡ଼ିଓ କନଫରେନ୍ସିଂ ବୈଠକରେ ସ୍ଥିତି ସମୀକ୍ଷା କଲା ପରେ କୋଭିଡ୍ ପ୍ରୋଟୋକଲ୍ ର କଡ଼ାକଡ଼ି ଅନୁପାଳନ ସହ ସମଗ୍ର ପ୍ରଶାସନିକ କଳକୁ ପୁନର୍ବାର ସଜାଗ କରି ଦେଇଛନ୍ତି । କୋଭିଡ୍ ଅନୁପାଳନକୁ କଡ଼ାକଡ଼ି କରିବା ଲାଗି ରାଜ୍ୟବ୍ୟାପୀ ୧୦ ଦିନ ସ୍ପେଶାଲ୍ ଡ୍ରାଇଭ୍ କରିବାକୁ ମୁଖ୍ୟମନ୍ତ୍ରୀ ପୁଲିସ ଡିଜିଙ୍କୁ […]

Leave A Reply

Your email address will not be published.